ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି: ସରିଲା ନାମାଙ୍କନ, ଏଣିକି ପ୍ରଚାର

ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ନାମାଙ୍କନ ଦାଖଲ, ସରପଞ୍ଚ ପଦ ଲାଗି ୧୩୬ ପ୍ରାର୍ଥିପତ୍ର ଭୁବନେଶ୍ୱର : ନାମାଙ୍କନ ଶେଷ ହେଉହେଉ ଜମିଲାଣି ଭୁବନେଶ୍ବର ଉପକଣ୍ଠ ଗାଁ ରାଜନୀତି। ଶେଷ ଦିନରେ ଭୁବନେଶ୍ବର ବ୍ଲକ ଅଧୀନ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌, ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଲାଗି ସର୍ବାଧିକ ନାମାଙ୍କନ ଦାଖଲ ହୋଇଛି। ୱାର୍ଡ ମେମ୍ବର ପଦ ଲାଗି କେବଳ ଆଜି … Continue reading ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି: ସରିଲା ନାମାଙ୍କନ, ଏଣିକି ପ୍ରଚାର